CRIMEODISHATOP STORIES

ଲାଞ୍ଚ ନେବା ଅଭିଯୋଗରେ ଏଏସଆଇ ଗିରଫ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଭିଜିଲାନ୍ସର ଜାଲରେ ଫସିଯାଇଛନ୍ତି ଆଉ ଜଣେ ପୋଲିସ ଅଧିକାରୀ। ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ପଡିଛନ୍ତି ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଏଏସଆଇ । ୩୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ପ୍ରଦୀପ ମହଲା ଗିରଫ ହୋଇଛନ୍ତି । ଏକ ମାମଲାର ଆପୋଷ ସମାଧାନ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରାଯାଇ ଥିବା ଜଣା ପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close