ODISHAPOLITICSTOP STORIES

ପୁଣି କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ପୂର୍ବତନ ସାଂସଦ ତଥା ବରିଷ୍ଠ ନେତ୍ରୀ ହେମା ଗମାଙ୍ଗ ପୁନଃ କଂଗ୍ରେସ ଦଳରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସେ ନିଜେ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଧର୍ମପତ୍ନୀ ହେମା ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ମାତ୍ର କିଛି ମାସ ତଳେ ହେମା ବିଜେଡିରୁ ଇସ୍ତଫା ଦେଇ ପୁନଃ କଂଗ୍ରେସରେ ଯୋଗ ଦେବା ପାଇଁ ଯୋଜନା କରୁଛନ୍ତି । ଏନେଇ ସେ ଦିଲ୍ଲୀର ଜଣେ ବରିଷ୍ଠ ନେତାଙ୍କୁ ଭେଟ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି ବୋଲି ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *