ODISHATOP STORIES

ଏଟିଏମ ଭ୍ୟାନକୁ ବୋମା ମାଡ଼ କରି ଟଙ୍କା ଲୁଟ୍

ନୟାଗଡ଼, ୧୨ା୨(ଓଡ଼ିଶା ଭାସ୍କର): ପୁଣି ଏଟିଏମ ଭ୍ୟାନକୁ ବୋମା ମାଡ଼ କରି ଟଙ୍କା ବାକ୍ସ ଲୁଟ କରିଛନ୍ତି ଦୁର୍ବୃତ୍ତ । ଏଟିଏମକୁ ଟଙ୍କା ଭରିବାକୁ ଯାଉଥିବା ବେଳେ ଏହିପରି ଘଟଣା ଘଟିଛି ଖଣ୍ଡପଡ଼ା – ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ। ସୂଚନା ଅନୁସାରେ ବୋମା ମାଡ଼ରେ ଜଣେ ଗୁରୁତର ଆହତ ହୋଇ ଥିବାର ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Show More

Related Articles

Leave a Reply

Your email address will not be published. Required fields are marked *