ODISHATOP STORIES

କାଲିଠୁ କଂଗ୍ରେସର ପ୍ରାର୍ଥୀ ଚୟନ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): କାଲିଠାରୁ ୩ଦିନ ଧରି ଚାଲିବ କଂଗ୍ରେସର ପ୍ରାର୍ଥୀ ଚୟନ । ଚୟନ ପାଇଁ ଓଡ଼ିଶାରେ ଅଛନ୍ତି ଏଆଇସିସି ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କି । ପ୍ରଥମ ପର୍ଯ୍ୟାୟରେ ୫୦-୬୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯିବ । କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ ଓଡ଼ିଶାର ଚୂଡ଼ାନ୍ତ ତାଲିକା । ନୌସାଦ କହିଛନ୍ତି ଅନେକ ନିର୍ବାଚନ ମଣ୍ଡଳୀରେ ଅଛନ୍ତି ୩ରୁ ଅଧିକ ଆଶାୟୀ । ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ କରି ନିଜ ଦଳକୁ ସଶକ୍ତ କରିବାରେ ଲାଗିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close