NATIONALTOP STORIES

ଇଡିରେ ଫସିଲେ ରବର୍ଟ ଭଦ୍ରା: ହାଜର ହେଲେ ମା ମୌରୀନ

ନୂଆଦିଲ୍ଲୀ,୧୨ ।୨: ରାଜସ୍ଥାନର ବିକାନେରରେ କିଣାଯାଇଥିବା ଜମି ଦୁର୍ନୀତି ମାମଲାରେ ଦିନକୁ ଦିନ ଛନ୍ଦି ହୋଇଚାଲିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା । ଆଜି ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶରେ ଇଡି ଆଗରେ ରବର୍ଟଙ୍କ ସମେତ ତାଙ୍କ ମା ମୌରୀନ ହାଜର ହୋଇଛନ୍ତି । ବିକାନେରରେ କିଣାଯାଇଥିବା ଜମିର ପାୱାର ଅଫ ଆଟର୍ଣ୍ଣି ଜଣେ ଡ୍ରାଇଭର ଥିବାରୁ ରବର୍ଟ ଏବେ ବିବାଦ ଘେରରେ ଫସିଛନ୍ତି । ରବର୍ଟଙ୍କୁ ଇଡି ୩ ଥର ଜେରା କରିସାରିଥିବା ବେଳେ ଇଡି ଆଗରେ ‘ଚୌକିଦାର ଚୋର ହୈ’ ବୋଲି ଲୋକମାନେ ସ୍ଲୋଗାନ ଦେଉଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *