fbpx

ଏପ୍ରିଲ୍ ୩୦ ଯାଏ ଟ୍ରେନ ଟିକେଟ୍ ବୁକିଂ ବ୍ୟାନ ଦେଉଛି ଲକ୍ ଡାଉନ ବଢ଼ିବା ସଙ୍କେତ

ଏପ୍ରିଲ୍ ଶେଷ ଯାଏ ଟ୍ରେନରେ କରିପାରିବେନି ଟିକେଟ୍ ବୁକିଂ । ଏ ନେଇ ନିର୍ଦ୍ଦେଶନାମା ଜାରୀ କରିଛି ଆଇଆରସିଟିସି ।ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ୧୪ ଏପ୍ରିଲରେ ତ ଲକ୍ ଡାଉନ ସରିବ । କାହିଁକି ଲାଗିଛି ୩୦ ତାରିଖ ଯାଏ ଟିକେଟ୍ ବୁକିଂରେ ବ୍ୟାନ୍ ? କିନ୍ତୁ ପ୍ରାଥମିକ ଭାବେ ଆଇଆରସିଟିସି ୩ଟି ଟ୍ରେନ୍ରେ ସିଟ୍ ବୁକିଂ ଉପରେ ବ୍ୟାନ ଲଗାଇଛି । ଆଇଆରସିଟିସି ତାର ଦୁଇଟି ତେଜସ ଟ୍ରେନ ଓ କାଶୀ ମହାକାଳ ଟ୍ରେନ ଉପରେ ଏହି ପ୍ରତିବନ୍ଧକ ଲଗାଇଛି । ଯାହା ଲକ୍ ଡାଉନ ବଢ଼ିବା ସଙ୍କେତ ଦେଉଛି ।

Get real time updates directly on you device, subscribe now.