fbpx

ଆଇଏଲଏସରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର,୮ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗୁଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ ଳାଫ୍ସାଇନ୍ସରେ ଆରମ୍ଭ ହେବ କୋଭିଡ୍-୧୯ ପରୀକ୍ଷା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭଗେକୁ ଜଣାଇଛନ୍ତି ସଂସ୍ଥା ନିର୍ଦ୍ଦେଶକ । ଆସନ୍ତା ସପ୍ତାହରୁ କୋଭିଡ-୧୯ ପରୀକ୍ଷା ହେବ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ ଠାରୁ  ଅନୁମତି ମିଳିବା ପରେ ଏଭଳ ପଦକ୍ଷେପ ନିଆଯାଇଛି । ଆରଏମଆରସି, ଏସିବି, ଏମ୍ସ ପରେ ଏଣିକି ଆଇଏଲଏସରେ ପରୀକ୍ଷା ହେବ ।

Get real time updates directly on you device, subscribe now.