ENTERTAINMENTNATIONALNATIONAL NEWSNEWSTOP STORIES

ସିବିଆଇ କୋର୍ଟରେ ହାଜର ହେଲେ ନାସିର

ନୂଆଦିଲ୍ଲୀ, ୧୪ା୨: ଫାଇନ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ନାସିରଙ୍କ ନାଁରେ ଅଭିଯୋଗ ଥିଲା । ଚିଟଫଣ୍ଡ ଠକେଇ ମାମଲାରେ ନାସିର ଖାନ ସିବିଆଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତାପରେ ଏବେ ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ନାସିର । ବଲିଉଡ଼ ଫିଲ୍ମ ସ୍ୟାଡୋ଼ର ଅଭିନେତା ନାସିର ଖାନ । ଏହି ମାମଲାକୁ ନେଇ ପୂର୍ବରୁ ନାସିରଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

Show More

Related Articles

Leave a Reply

Your email address will not be published. Required fields are marked *

Close