BUSINESSTOP STORIES

ମାର୍କେଟକୁ ଆସିଲା ମହିନ୍ଦ୍ରାର ଏକ୍ସୟୁଭି ୩୦୦

ମୁମ୍ବାଇ, ୧୫ା୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ଼ ତରଫରୁ ଏକ ନୂଆ ମଡ଼େଲ ସ୍ପୋଟର୍ସ ଯାନ ଏକ୍ସୟୁଭି ୩୦୦ର ଆଜି ଉନ୍ମୋଚନ ହୋଇଛି । ଏହି ଗାଡ଼ିର ଇଞ୍ଜିନ ଉଭୟ ପେଟ୍ରୋଲ ଏବଂ ଡିଜେଲରେ ଚାଲିବ । ପେଟ୍ରୋଲ ଗାଡ଼ି ୭ଲକ୍ଷ ୯୦ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ତାର ଡିଜେଲ ଗାଡ଼ି ୮ଲକ୍ଷ ୪୯ହଜାର ଟଙ୍କାରୁ ଆରମ୍ଭ ହୋଇଛି । ଏହି ଗାଡ଼ି ଦେଖିବାକୁ ଯେମିତି ସେମିତି ତା ଡିଜାଇନ ହୋଇଛି ଏବଂ ବହୁତ ଉନ୍ନତମାନର ମଧ୍ୟ ହୋଇଛି । ଏହା ୬ଟି ମନୋଟନ ଏବଂ ୨ଟି ଡୁଆଲ ଟୋନରେ ରଙ୍ଗରେ ଗାଡ଼ିଟି ମାର୍କେଟକୁ ଆସିଛି । ଏହା ଖାସ କରି ଯୁବପିଢ଼ିମାନଙ୍କୁ ବେଶ ଆକର୍ଷିତ କରିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close