ODISHATOP STORIES

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ପୁଣି ୨ ଗିରଫ

ନୂଆପଡା,୨୪ ।୨(ଓଡିଶା ଭାସ୍କର): ମାଟ୍ରିକ୍‌ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ କେରାପଦର ହାଇସ୍କୁଲର ଶିକ୍ଷକ ସର୍ବଜ୍ଞ ସୁପକାର ଓ ସର୍ବଜ୍ଞଙ୍କ ପୁତୁରା ଜ୍ଞାନଦତ୍ତ ସୁପକାର । କରଙ୍ଗାମାଲ ହାଇସ୍କୁଲରୁ ଉଭୟ ପ୍ରଶ୍ନପତ୍ର ଭାଇରାଲ କରିଥିବା ଅଭିଯୋଗରେ କାଲି ସେମାନଙ୍କୁ କୋର୍ଟ ଚାଲାଣ ହେବ ।
ତେବେ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ରାଜ୍ୟର ୫ ଗିରଫ ଓ ୧୧ ନିଲମ୍ବିତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close