ODISHATOP STORIES

ଭିଜିଲାନ୍ସ ଜାଲରେ ଡିଏସପି

ନୂଆପଡା,୨୬ ।୨(ଓଡିଶା ଭାସ୍କର):ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ନୂଆପଡାର ଡିଏସପି । ତାଙ୍କ ନାମ ରବିନ୍ଦ୍ର ସେଠୀ । ଜାତିଆଣ ମାମଲାରେ ଜଣଙ୍କୁ ସାହାର୍ଯ୍ୟ କରିବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏସପି । ଧରାପଡିବା ପରେ ଡିଏସପିଙ୍କୁ ଗିରଫ କରିବା ସହିତ ତାଙ୍କର ଜଗତସିଂହପୁର କୁଜଙ୍ଗ ସ୍ଥିତ ପୈତୃକ ବାସଭବନରେ ଚଢଉ କରିଛି ଭିଜିଲାନ୍ସ । ଏଥିସହ ଡିଏସପିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିବାର ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close