NATIONALNATIONAL NEWSNEWSTOP STORIES

ଭାରତର ହେଲା ବିଜୟ: କାଲି ମୁକୁଳିବେ ଅଭିନନ୍ଦନ

ଇସ୍ଲାମାବାଦ୍, ୨୮/୨: ଶେଷରେ ଭାରତର କୂଟନୈତିକ ଚାପ ଆଗରେ ହାର ମାନିଛି ପାକିସ୍ତାନ । ଭାରତର ବାୟୁସେନା ପାଇଲଟ୍ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । ଅଭିନନ୍ଦନଙ୍କୁ ଆସନ୍ତାକାଲି ପାକିସ୍ତାନ ନିଜ ଦେଶରୁ ମୁକ୍ତ କରିବ ବୋଲି ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆଜି ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଅଭିନନ୍ଦନଙ୍କୁ ଆସନ୍ତାକାଲି ଭାରତକୁ ହସ୍ତାନ୍ତର କରିବା ନେଇ ଘୋଷଣା କରିଛନ୍ତି ଇମ୍ରାନ୍ । ଶାନ୍ତି ସ୍ଥାପନ ପାଇଁ ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରୁଥିବା କହିଛନ୍ତି ଇମ୍ରାନ୍ ।

Show More

Related Articles

Leave a Reply

Your email address will not be published. Required fields are marked *