BUSINESSHEALTHNEW SPECIAL STORIESTOP STORIES

ଜନସନ୍ ବେବି ପାଉଡର ବିପଦମୁକ୍ତ : ନାହିଁ କ୍ୟାନସର୍ ସୃଷ୍ଟିକାରୀ ତତ୍ତ୍ୱ

ନୂଆଦିଲ୍ଲୀ, ୧/୩: ଶିଶୁଙ୍କ ଠାରେ ବହୁଳ ଭାବେ ବ୍ୟବହାର କରାଯାଉଥିବା ଜନସନ୍ ବେବି ପାଉଡର ବିପଦମୁକ୍ତ । ଏଥିରେ କ୍ୟାନ୍ସର୍ ସୃଷ୍ଟିକାରୀ କୌଣସି କାରକ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତ ସରକାର । ପୂର୍ବରୁ ଜନ୍ସନ୍ ବେବି ପାଉଡରରେ କ୍ୟାନସର୍ ସୃଷ୍ଟିକାରୀ କାରକ ଆଜବେଷ୍ଟସ୍ ଥିବା ନେଇ ଅଭିଯୋଗ କରାଯାଇ ଆସୁଥିଲା । ଯାହା ଫଳରେ ଏହାର ଉତ୍ପାଦନ ଓ ବିକ୍ରୟ ଉପରେ ଭାରତରେ ରୋକ ଲଗାଯାଇଥିଲା । ତେବେ ଏଥିରେ ସେମିତି କୌଣସି ତତ୍ତ୍ୱ ନଥିବା ଆଜି ସ୍ପଷ୍ଟ ହେବା ପରେ ଭାରତରେ ଏହାର ବିକ୍ରୟ ଓ ଉତ୍ପାଦନ ପୂନର୍ବାର ଆରମ୍ଭ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *