BOLLYWOODENTERTAINMENTTOP STORIES

ନିଜ ଦେହରେ ନିଆଁ ଲଗାଇ ରାମ୍ପରେ ଚାଲିଲେ ଖିଲାଡୀ ଅକ୍ଷୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୬ ।୩: ଜୀବନରେ ସମସ୍ତେ ରାମ୍ପ ୱାର୍କ ଦେଖିଥାନ୍ତି, କିନ୍ତୁ ନିଜ ଦେହରେ ନିଆଁ ଲଗାଇ ର‌୍ୟାପରେ ଚାଲିବା ଦେଖିଛନ୍ତି କି ? ବଲିଉଡ ଜଗତର ଖିଲାଡି ଅକ୍ଷୟ କୁମାର ଗତକାଲି ଏପରି ଏକ ରାମ୍ପ ୱାର୍କ କରିଥିଲେ , ଯାହାକୁ ଦେଖି ଆପଣଙ୍କର ହୋସ ଉଡିଯିବ । ଏମିତିରେ ବି ଅକ୍ଷୟ ବହୁବାର ଷ୍ଟଣ୍ଡ କରିଥିବାର ଅନେକ ଦେଖିଥିବେ, କିନ୍ତୁ ସେ ନିଜ ଶରୀରରେ ନିଆଁ ଲଗାଇ ଚାଲିବାର ଦୃଶ୍ୟ ଲୋକମାନଙ୍କୁ ଆଚମ୍ବିତ କରିଥିଲା । ମୁମ୍ବାଇରେ ଏକ ଡିଜିଟାଲ ପ୍ଲାଟଫର୍ମ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅକ୍ଷୟଙ୍କର ଏହି ଲୁକ ଦେଖିବାକୁ ମିଳିଛି ।
ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଦେଖିବା ଏହି ଅକ୍ଷୟଙ୍କ ଏହି ଭାଇରାଲ ଭିଡିଓ..

Show More

Related Articles

Leave a Reply

Your email address will not be published. Required fields are marked *

Close