BUSINESSTOP STORIES

ଆକର୍ଷଣୀୟ ଅଫର ସହ ହନର ସ୍ମାର୍ଟଫୋନ ଉପରେ ଲାଗିଛି ଆମାଜନରେ ସେଲ

ନୂଆଦିଲ୍ଲୀ, ୧୧ା୩: ହନର ସ୍ମାର୍ଟଫୋନର ଇକମର୍ସ ସାଇଟରେ ସେଲ ସହ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ମଧ୍ୟ ରହିଛି । ଏହି ଅଫର କେବଳ ୧୫ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ।ହନର ସ୍ମାର୍ଟ ଫୋନ ଉପରେ ୭୦୦୦ ପର୍ଯ୍ୟନ୍ତ ଗ୍ରାହକମାନେ ରହାତି ପାଇପାରିବେ । ହନର ଏଇଟ ଏକ୍ସ, ହନର ଭକ୍ଟୟର ୨୦, ହନର ଏଇଟ ସି ଏହି ସୁବ ମଡ଼େଲରେ ଆକର୍ଷଣୀୟ ଅଫର ସହ ରିହାତି ମଧ୍ୟ ରହିଛି । ହନର ପ୍ଲେର ମୂଲ୍ୟ ୨୧,୯୯୯ ଥିବାବେଳେ ଆମାଜନରେ୧୪,୯୯୯ରେ ଉପଲବ୍ଧ ହେଉଛି । ହନର ଏଇଟ ଏକ୍ସ ୧୭,୯୯୯ରେ ମିଳୁଥିବାବେଳେ ୧୩,୯୯୯ ଗ୍ରାହକମାନେ କିଣିପାରିବେ । ହନର ସେଭେନ ସି ୧୧,୫୦୦ ଥିବାବେଳେ୭,୯୯୯ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଳବ୍ଧ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *