BOLLYWOODENTERTAINMENTTOP STORIES

ରିଆଲିଟି ସୋ’ ଖତରୋଁ କେ ଖିଲାଡୀ ୯’ ବିଜେତା ହେଲେ ପୁନୀତ୍ ପାଠକ

ମୁମ୍ବାଇ,୧୧ ।୩: ରିଆଲିଟି ସୋ’ ‘ଖତରୋଁ କେ ଖିଲାଡୀ ୯’ ବିଜେତା ହୋଇଛନ୍ତି କୋରିଓଗ୍ରାଫର ତଥା ଅଭିନେତା ପୁନୀତ୍ ପାଠକ । ଗ୍ରାଣ୍ଡ ଫିନାଲରେ ଆଦିତ୍ୟ ନାରାୟଣ ଓ ରିଦ୍ଧିମା ପଣ୍ଡିତଙ୍କୁ ପଛରେ ପକାଇ ପୁନୀତ ବିଜେତା ହୋଇଥିବା ବେଳେ ତାଙ୍କୁ ଟ୍ରଫି, ୨୦ଲକ୍ଷ ଟଙ୍କା ଏବଂ ଏକ କାର ପୁରସ୍କାର ଭାବେ ପ୍ରଦାନ କରାଯାଇଛି । ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ କରିଥିଲେ । ଏହା ସହିତ ଗ୍ରାଣ୍ଡ ଫିନାଲେରେ ଅକ୍ଷୟ କୁମାର ବିଶେଷ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close