NATIONALNATIONAL NEWSNEWSTOP STORIES

ଜୀ ବିବାଦରେ ବିଜେପି କଂଗ୍ରେସ ଗୋଡ଼ ଟଣାଟଣି

ନୂଆଦିଲ୍ଲୀ, ୧୨ା୩: ବିଜେପି ନେତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାସୁଦକୁ ଜୀ ବୋଲି କହିଥିବା ଭିଡ଼ିଓ ଟ୍ୱିଟ କରିଥିଲେଏବଂ ସେଥିରେ ରାହୁଲ ଫସିଥିଲେ । ଏବେ ସେଇ ଜାଲରେ ପଡ଼ିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ରବିଶଙ୍କର ହଫିଜ ଜୀ ବୋଲି କହି ସମ୍ବୋଧନ କରିଥିବା ଭିଡ଼ିଓ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କାଲି ଆତଙ୍କବାଦୀ ପ୍ରସଙ୍ଗରେ ଆଲୋଚନା ସମୟରେ ରାହୁଲ ମାସୁଦକୁ ଜୀ ବୋଲି ସମ୍ବୋଧନ କଲାପରେ ରବିଶଙ୍କର ତାଙ୍କୁ ଟ୍ୱିଟରରେ କଡ଼ା ସମାଲୋଚନା କରିଥିଲେ ଟ୍ୱିଟରରେ ଲେଖିଥିଲେ କମ ଅନ ରାହୁଲ ଗାନ୍ଧୀ ଜି, ଏହାତ ପୁରା ଦିଗବିଜୟ ଜୀଙ୍କ ପରି ହୋଇଗଲା ଯିଏକି ଓସାମା ଜୀ ଓ ହାଫିଜ ସାଇବ ସାହେବ ସମ୍ବୋଧନ କରିଥିଲେ । ଏବେ ତମେ କହୁଛ ମାସୁଦ ଆଝାହାର ଜୀ , ତୁମ କଂଗ୍ରେସ ଦଳକୁ କଣ ହୋଇଚି । ଏବେ ସେଇ ଅଡ଼ୁଆରେ ରବିଶଙ୍କର ପଡ଼ିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close