BOLLYWOODENTERTAINMENTTOP STORIES

ଡ୍ୟାନ୍ସ କରି କରି ଶ୍ଲୋକାଙ୍କୁ ଚୁମା ଦେଲେ ଆକାଶ ଅମ୍ବାନୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨ ।୩: କିଛି ଦିନ ହେବ ଅମ୍ବାନୀ ପରିବାରର ଫଟୋ ବା ଭିଡିଓ ଅଧିକ ଇଣ୍ଟରନେଟରେ ଦେଖିବାକୁ ମିଳୁଛି । ଏବେ ଅମ୍ବାନୀ ପରିବାର ଏପରି ଏକ ଭିଡିଓ ସାମନାକୁ ଆସିଛି ଯାହା ସମସ୍ତ ଫଟୋ ଓ ଭିଡିଓକୁ ପଛରେ ପକାଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨ ଦିନ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେଟ୍ଟାଙ୍କ କିସ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ମାର୍ଚ୍ଚ ୯ରେ ଶ୍ଲୋକା ଓ ଆକାଶ ଅମ୍ବାନୀଙ୍କ ବିବାହ ହୋଇଥିବା ବେଳେ ୧୦ ମାର୍ଚ୍ଚରେ ମୁମ୍ବାଇର ଜିଓ ୱାଲ୍ଡ ସେଣ୍ଟରେ ରିସେପସନ୍ ପାର୍ଟି ରଖାଯାଇଥିଲା । ଏଥିରେ ନବବିବାହିତା ଯୋଡି ଡ୍ୟାନ୍ସ କରିବା ସହିତ ସମସ୍ତଙ୍କ ସାମନାରେ କିସ୍ କରିଥିଲେ । ଦେଖନ୍ତୁ ଏହି ଭିଡିଓ..

Show More

Related Articles

Leave a Reply

Your email address will not be published. Required fields are marked *