fbpx

ଆସିଲା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଆଜି ବାଲେଶ୍ୱରରୁ ଚିହ୍ନଟ ୫ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ରଖିଛନ୍ତି ସରକାର । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ ଥବା ବେଳେ ୨ଜଣ ଯୁବତୀ ଓ ୨ ଜଣ ମହିଳା । ଯୁବକଙ୍କ ବୟସ ୨୭ ହୋଇଥିବା ବେଳେ ଯୁବତୀ ଦୁଇଜଣ ୨୨ ଓ ୨୩ ବର୍ଷୀୟ ।ସେହିପରି ୨ ମହିଳାଙ୍କୁ ୨୯ ଓ ୫୫ ବର୍ଷ ।ସମସ୍ତେ ହୋମ କ୍ୟାରେଣ୍ଟିନରେ ରହିଥିଲେ । ଆଜି ସଭିଙ୍କ ରିପୋର୍ଟ ଆସିବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

Get real time updates directly on you device, subscribe now.