NATIONALNATIONAL NEWSNEWSTOP STORIES

ହିମାଚଳପ୍ରଦେଶରେ ଭୟଙ୍କର ବରଫ ସ୍ଖଳନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୫ ।୩: ହିବାଚଳ ପ୍ରଦେଶର ଲାହୌଲ ଓ ସ୍ପୀତି ଜିଲ୍ଲାର ତାଲଡି ଗ୍ରାମରେ ଭୟଙ୍କର ବରଫ ସ୍ଫଳନ ହୋଇଛି । ସୌଭାଗ୍ୟବଶତଃ ଏହି ବରଫ ସ୍ଖଳନରେ କେହି ମୃତାହତ ହୋଇନଥିବାର ସୂଚନା ମିଳିଛି । ଗଣମାଧ୍ୟମ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ବରଫ ସ୍ଖଳନର ଭୟାବହ ତାଣ୍ଡବ ଦେଖିବାକୁ ମିଳିଛି । ସ୍ଖଳନ ଯୋଗୁ ଚାରିଆଡେ ଧୂଆଁ ଧୂଆଁ ହେବାର ଦୃଶ୍ୟ ହେଉଛି । ଆକାଶର ରଙ୍ଗ ଓ ସ୍ଥଳଭାଗର ରଙ୍ଗ ସମାନ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।

ତେବେ ଦେଖନ୍ତୁ ଏହି ଭୟାନକ ବରଫ ସ୍ଖଳନର ଦୃଶ୍ୟ..

Show More

Related Articles

Leave a Reply

Your email address will not be published. Required fields are marked *

Close