ODISHAPOLITICSTOP STORIES

ଶଙ୍ଖ ଧରିଲେ ବଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହରିଶ୍ଚନ୍ଦ୍ର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ।
ବିଜେଡିରେ ଯୋଗ ଦେବା ପରେ ହରିଶ୍ଚନ୍ଦ୍ର ନିଜର ପ୍ରତିକିୟା ଦେଇ କହିଛନ୍ତି କି, ‘ବସନ୍ତ ପଣ୍ଡା ମାଟି ନୁହେଁ, ପାର୍ଟି ପାଇଁ କାମ କରୁଛନ୍ତି ।’
ତେବେ ହରିଶ୍ଚନ୍ଦ୍ରଙ୍କ ବିଜେଡିରେ ମିଶ୍ରଣ ଦଳକୁ ଅଧିକ ମହଭୁତ କରିବ ବୋଲି ଆଶା କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *