ODISHAPOLITICSTOP STORIES

୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୫/୩ (ଓଡିଶାଭାସ୍କର): ୪ ବିଧାନସଭା ଆସନ ଲାଗି କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି ।
ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ରାମକୃଷ୍ଣ ପଣ୍ଡାଙ୍କ ସ୍ଥାନରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜି.ଉଦୟଗିରିରେ ଶ୍ୟାମଘନ ପ୍ରଧାନ, ପାଟଣାଗଡରେ ରମେଶ ପୁରୋହିତ ଓ ରାଉଲକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ସ୍ଥାନରେ ଦଳ ବୀରେନ ସେନାପତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ବିଧାୟକ ଜ୍ୟାକବ ପ୍ରଧାନଙ୍କୁ ଦଳ ପକ୍ଷରୁ ଚଳିତ ଥର ଟିକେଟ୍ ପ୍ରଦାନ କରାଯାଇନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close