fbpx

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସଦୁର୍ଘଟଣା,ଜଣେ ମୃତ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର): ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସ ଦୁର୍ଘଟଣାଗସ୍ତ ।ଖୋର୍ଦ୍ଧା NH-୧୬ କୁହୁଡି ଛକରେ ପ୍ରବାସୀ ଓଡ଼ିଆ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ୍ ପଛରେ ପିଟିଲା ବସ୍, ଡ୍ରାଇଭର କେ.ଶ୍ରୀକାନ୍ତ ମୃତ । ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଙ୍କୀ ଆସୁଥିଲା ବସ୍ । ବସ୍ରେ ଥିଲେ ୪୦ ଜଣ ଓଡ଼ିଆ, ୧୦ ଆହତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି

Get real time updates directly on you device, subscribe now.