ELECTION 2019ODISHAPOLITICSTOP STORIES

ରଥ ଦାସଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କଲେ ନବୀନ

ଭୁବନେଶ୍ୱର,୮ା୪(ଓଡ଼ିଶା ଭାସ୍କର): ୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଜାତୀୟଠୁ ଆରମ୍ଭ କରି ରାଜ୍ୟ ସ୍ତରରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ଶ୍ରୀ ରଥ ଦାସଙ୍କ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ । ଏହା ଏକ ପ୍ରେସ ଇସ୍ତହାରରେ ସେ ଜଣାଇଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles