BREAKING NEWSELECTION 2019ODISHAPOLITICSTOP STORIES

୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ଭଲ କରିବ: ନବୀନ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪ ନିର୍ବାଚନଠାରୁ ଭଲ ପ୍ରଦର୍ଶନ ବିଜେଡ଼ି କରିବ ବୋଲି ନବୀନ କହିଛନ୍ତି । ଶେଷରେ ସେ ମତଦାନ କରିଥିବା ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *