BREAKING NEWSCITY NEWSNEWSODISHATOP STORIES

ଗଡିଲା ରୁକୁଣା ରଥ

ଭୁବନେଶ୍ୱର,୧୩/୪(ଓଡିଶାଭାସ୍କର) : ଗଡିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ଭକ୍ତିମୟ ପରିବେଶରେ ଶ୍ରୀ ଲିଙ୍ଗରାଜଙ୍କ ରଥ ଗଡିଥିବା ସୂଚନା ମିଳିଛି । ମାତ୍ର ନୀତିକାନ୍ତିରେ କିଛି କ୍ଷଣ ପାଇଁ ବିଳମ୍ବ କାରଣରୁ ୨ ଘଣ୍ଟା ବିଳମ୍ବରେ ଗଡିଛି ଏହି ରଥ । ଆଜି ଭୋର ୫ଟାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *