BREAKING NEWSCITY NEWSNEWSTOP STORIES

ଭାଙ୍ଗିଲା ରୁକୁଣା ରଥ ପରମ୍ପରା

ଭୁବନେଶ୍ୱର,୧୪/୪,(ଓଡିଶାଭାସ୍କର): ଭାଙ୍ଗିଲା ରୁକୁଣା ରଥ ପରମ୍ପରା । ଆଜି ଅଧାରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ପଣା ସଂକ୍ରାନ୍ତିରେ ମାଉସୀ ମା’ ମନ୍ଦିରରେ ପହଞ୍ଚିପାରିନଥିବା ବେଳେ ଏ ନେଇ ଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ନୀତିକାନ୍ତି ବିଳମ୍ବ ପାଇଁ ଏପରି ହୋଇଥିବା କୁହାଯାଇଛି । ଅସୁର କିଆରି ଛକରେ ଅଟକିଲା, କାଲି ପୁଣି ହେବ ରଥଟଣା ।

Show More

Related Articles

Leave a Reply

Your email address will not be published. Required fields are marked *