BOLLYWOODENTERTAINMENTNEWSTOP STORIES

‘ପିଏମ୍ ନରେନ୍ଦ୍ର ମୋଦୀ’ ଉପରେ ଇସିଙ୍କୁ ସୁପ୍ରିମକୋଟଙ୍କ ଆଦେଶ- ଫିଲ୍ମ ଦେଖି ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୫ ।୪: ବଲିଉଡ ଅଭିନେତା ବିବେକ ଅବରାୟଙ୍କ ଅଭିନୀତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ ଉପରେ ନିର୍ବାଚନ ଆୟୋଗଙ୍କ କଟକଣା ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋଟ ଶୁଣାଣି କରିଛନ୍ତି । ପ୍ରଥମେ ଫିଲ୍ମ ଦେଖି ନିର୍ଣ୍ଣୟ ନେବାକୁ ନିବାଚନ କମିସନ ବା ଇସିଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋଟ । ଫିଲ୍ମ ଦେଖିବା ପରେ ଏପ୍ରିଲ ୨୨ ସୁଦ୍ଧା ବନ୍ଦ ଲଫାପାରେ ଏହାର ଫଳାଫଳ ଦେବାକୁ ସୁପ୍ରିମକୋଟ୍ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଏହି ସିନେମା । ଏହି ସିନେମାକୁ ନିର୍ବାଚନ ପୂର୍ବରୁ ରିଲିଜ କରିବାକୁ କଟକଣା କରିଥିଲା ନିର୍ବାଚନ କମିସନ ।

Show More

Leave a Reply

Your email address will not be published. Required fields are marked *

Related Articles