ELECTION 2019ODISHAPOLITICSTOP STORIES

ଓଡ଼ିଶା ଆସୁଛନ୍ତି ଉମା ଭାରତୀ ଓ ନୀତିନ ଗଡ଼କରୀ

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ୨୦୧୯ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଏବେ ଜାତୀୟ ଠୁ ଆରମ୍ଭ କରି ରାଜ୍ୟସ୍ତରରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜାରି ରହିଛି । ସବୁ ଦଳରେ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋର ସୋରରେ ଲାଗି ରହିଛି । ତେଣୁ ବିଜେପିର ପ୍ରଚାର ପାଇଁ ଚଳିତ ମାସ ୧୮ରେ ଉମା ଭାରତୀ ଓ ନୀତିନ ଗଡ଼କରୀ ଓଡ଼ିଶା ଆସୁଛନ୍ତି । ଏପ୍ରିଲ ୧୮ରେ ଓଡ଼ିଶା ଆସି ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ପରେ ସତ୍ୟବାଦୀ ସଭା କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନୀତିନ ଗଡ଼କରୀ ମଧ୍ୟ ତିନୋଟି ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ।

Show More

Related Articles

Leave a Reply

Your email address will not be published. Required fields are marked *