NATIONALODISHATOP STORIES

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ

ନୂଆଦିଲ୍ଲୀ, ୧୫/୪:ଚଳିତ ବର୍ଷ ଭାରତୀୟ କୃଷି ପାଇଁ ଖୁସିର ଖବର । କାରଣ ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ବାୟୁ ପ୍ରବାହ ସାମଗ୍ରିକ ଭାବେ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବର୍ଷ ସ୍ବାଭାବିକଠାରୁ ସାମାନ୍ୟ କମ୍‌ ବର୍ଷା ହେବା ସମ୍ଭାବନା ଥିବା ବେଳେ ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଶହେରୁ ୪% କମ୍‌ ବର୍ଷା ହେବ ବୋଲି ଆଗୁଆ ପୂର୍ବାନୁମାନ କରିଛି ବିଭାଗ । ସେହିପରି ଚଳିତବର୍ଷ ଏଲ୍‌ନିନୋ ପ୍ରଭାବ କମ୍‌ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Leave a Reply

Your email address will not be published. Required fields are marked *

Related Articles