ELECTION 2019NATIONALNATIONAL NEWSNEWSPOLITICSTOP STORIES

ଉତ୍ତର ପ୍ରଦେଶର ୭ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ଗୋରଖପୁରରୁ ଲଢ଼ିବେ ରବି

ୟୁପି,୧୫ ।୪: ଉତ୍ତର ପ୍ରଦେଶର ୭ ଲୋକସଭା ଆସନ ପାଇଁ ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୋରଖପୁରରୁ ଲଢ଼ିବେ ବଲିଉଡ୍‌ ଓ ଭୋଜପୁରୀ ଅଭିନେତା ରବି କିଶନ ଗୋରଖପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଚୟନ କରିଛି । ସେହିପରି ସନ୍ଥ କବୀର ନଗରରୁ ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ କଟି ପ୍ରବୀଣ ନିଶାଦଙ୍କୁ ଟିକଟ ଦେଇଛି ବିଜେପି ।

ଅପରପକ୍ଷେ ପ୍ରତାପଗଡରୁ ସଂଗ୍ରାମ ଲାଲ ଗୁପ୍ତା, ଆମ୍ବେଦକର ନଗରରୁ ମୁକୁତ ବିହାରୀ, ଦେଓରିଏରୁ ରାମପାତି ରାମ ତ୍ରିପାଠୀ, ଜାଣୁପୁରରୁ କେ ପି ସିଂହ ଓ ଭଦୋହିରୁ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ ରୂପେ ଟିକଟ ଦେଇଛି ବିଜେପି ।

Show More

Related Articles

Leave a Reply

Your email address will not be published. Required fields are marked *