NATIONALPOLITICSTOP STORIES

ପ୍ରକାଶ ପାଇଲା ଏଡିଆର ରିପୋର୍ଟ: ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି ୬୩ କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୧୫/୪,(ଓଡିଶାଭାସ୍କର) : ଆଜି ନେତାଙ୍କ ସଂପତ୍ତି ମୂଲ୍ୟ ପ୍ରକାଶ କରିଛି ଇଲେକ୍ସନ ୱାଚ । ଏଡିଆର ଦେଇଥିବା ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତିର ମୂଲ୍ୟ ୬୩ କୋଟି ବୋଲି ଜଣାପଡିଛି । ନବୀନଙ୍କ ପରେ ସଂଗୀତା ସିଂଦେଓଙ୍କ ସଂପତ୍ତି ମୂଲ୍ୟ ୩୭ କୋଟି, କଳିକେଶ ସିଂଦେଓଙ୍କ ସଂପତ୍ତି ମୂଲ୍ୟ ୨୦ କୋଟି ବୋଲି ପ୍ରକାଶ ପାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂପତ୍ତି ମୂଲ୍ୟ ୯ କୋଟି ଥିବା ବେଳେ ଜୁଏଲ ଓରାମଙ୍କ ସଂପତ୍ତିର ମୂଲ୍ୟ ୭ କୋଟି. କେ.ଭି ସିଂଦେଓଙ୍କ ସଂପତ୍ତି ମୂଲ୍ୟ ୩୭ କୋଟି ରହିଛି । ସେହିପରି ନବ ଦାସଙ୍କ ସମୁଦାୟ ସଂପତ୍ତିର ମୂଲ୍ୟ ୩୩ କୋଟି ହେବ ବୋଲି ଏଡିଆର ପ୍ରକାଶ କରିଥିବା ବେଳେ ସରୋଜ ମେହେରଙ୍କ ୩୧ କୋଟି ଓ ବିଜୟ ସ୍ୱାଇଁଙ୍କ ୧୫ କୋଟି ସଂପତ୍ତି ଥିବା ପ୍ରକାଶ ପାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *