ELECTION 2019ODISHAPOLITICSTOP STORIES

ପ୍ରଫୁଲ ଘଡାଇ ହେଲେ ବିଜେଡି ରାଜ୍ୟ ଉପସଭାପତି

ଭୁବନେଶ୍ୱର, ୧୫/୪, (ଓଡିଶାଭାସ୍କର): ଆଜି ସକାଳେ ଖୋର୍ଦ୍ଧା, ରଣପୁର ଓ ଚିଲିକା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପାଇଥିବା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କୁ ଆଜି ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ପଦରେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଘଡାଇଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆଜି ନିଯୁକ୍ତି ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *