BOLLYWOODENTERTAINMENTTOP STORIES

ଲିକ୍ ହେଲା ଶ୍ରଦ୍ଧା ଓ ପ୍ରଭାସଙ୍କ ରୋମାଣ୍ଟିକ୍ ଲୁକ୍

ନୂଆଦିଲ୍ଲୀ,୧୫ ।୪: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ପ୍ରଭାସଙ୍କ ସହ ‘ସାହୋ’ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାର ଏକ ଫଟୋ ଆଜି ଲିକ୍ ହୋଇଛି । ଫଟୋରେ ଶ୍ରଦ୍ଧା ଓ ପ୍ରଭାସ ରୋମାଣ୍ଟିକ୍ ଲୁକରେ ନଜର ଆସିଛନ୍ତି । ଦୁହିଁଙ୍କ ଏପରି ପୋଜ୍ ଦେଖିବା ପରେ ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ବେଶି ଉଚ୍ଛୁକ ଅଛନ୍ତି । ତେବେ ଏହି ସିନେମାଟି ତେଲୁଗୁ ସହିତ ହିନ୍ଦୀ ଓ ତାମିଲରେ ମଧ୍ୟ ରିଲିଜ ହେବ । ଶ୍ରଦ୍ଧା ଓ ପ୍ରଭାସଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଟ୍ୱିଟରେ ଜଣେ ଫ୍ୟାନ ଶ୍ରଦ୍ଧା ଓ ପ୍ରଭାସଙ୍କର ଏହି ଫଟୋକୁ ଅପଲୋଡ କରିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles