ELECTION 2019ODISHAPOLITICSTOP STORIES

ଟ୍ୱିନ ସିଟିରେ ରୋଡ଼ ସୋ କରିବେ ନବୀନ ବନାମ ମୋଦି

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ଆସନ୍ତା କାଲି ଟ୍ୱିନିସିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ମୋଦି ରୋଡ଼ ସୋ କରିବେ ଏବଂ ସେହିପରି କଟକରେ ୪୩ଟି ଛକ ଦେଇ ରୋଡ଼ ସୋ କରିବେ ନବୀନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରୋଡ଼ ସୋ ରାଜନୀତି ଜୋର ଧରିଛି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ କମ ଦିନ ଥିବା ବେଳେ ପ୍ରଚାର କାର୍ଯ୍ୟକ୍ରମ ପାଇଁ କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Show More

Related Articles

Leave a Reply

Your email address will not be published. Required fields are marked *