BREAKING NEWSELECTION 2019NEWSODISHAPOLITICSTOP STORIES

ବିଜେଡିରୁ ବହିଷ୍କୃତ ହେଲେ ରଘୁ, ରବି, ପ୍ରତ୍ୟୁଷାଙ୍କ ସହ ଏକାଧିକ ନେତା

ଭୁବନେଶ୍ୱର, ୧୫/୪, (ଓଡିଶାଭାସ୍କର): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ବାଲେଶ୍ୱର ଜିଲ୍ଲାର ରଘୁନାଥ ମହାନ୍ତି, ଅନୁଗୁଳ ଜିଲ୍ଲାର ରବି ପାଣି, ଭଦ୍ରକ ଜିଲ୍ଲାର ଅର୍ଜୁନ ଚରଣ ସେଠୀ, ଅଭିମନ୍ୟୁ ସେଠୀ, ନୟାଗଡ ଜିଲ୍ଲାର ପ୍ରତ୍ୟୁଷା ରାଜେଶ୍ୱେରୀ ସିଂହ, ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ, ଗଜପତି ଜିଲ୍ଲାର କେ.ନାରାୟଣ ରାଓ, ସୁଶ୍ରୀ ବାସନ୍ତୀ ମଲ୍ଲିକ, ଗଞ୍ଜାମ ଜିଲ୍ଲାର ନିରଞ୍ଜନ ପ୍ରଧାନ, ଦେବରାଜ ମହାନ୍ତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ବାବୁ ସିଂହ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷଣ ଟୁଡୁ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁରୀ ଜିଲ୍ଲାର ଜୟନ୍ତ କୁମାର ଷଡଙ୍ଗୀ ଓ ସୁନ୍ଦରଗଡ ଜିଲ୍ଲାର କୁସୁମ ଟେଟେଙ୍କୁ ଆଜି ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *