ELECTION 2019ODISHAPOLITICSTOP STORIES

ଆପ ପାଇଁ କଂଗ୍ରେସ ଦ୍ୱାର ଏବେ ବି ଖୋଲା: ରାହୁଲ

ନୂଆଦିଲ୍ଲୀ, ୧୫ା୪: ଦିଲ୍ଲୀରେ ଆପ କଂଗ୍ରେସ ମେଣ୍ଟ ନେଇ ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ଆପ ପାଇଁ କଂଗ୍ରେସର ଦୁଆର ଏବେ ବି ଖୋଲା ଅଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ଆପକୁ ୪ଟି ଲୋକସଭା ଆସନ ଦେବାକୁ କଂଗ୍ରେସ ରାଜି ଅଛି । କିନ୍ତୁ ଏନେଇ ମେଣ୍ଟ ପ୍ରସ୍ତାବ ଦେଇଥିବା କେଜିରୱାଲ ଅରାଜି ଅଛନ୍ତି ବୋଲି ରାହୁଲ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles