ELECTION 2019NEWSODISHAPOLITICSTOP STORIES

ଝାରସୁଗୁଡ଼ାରେ ପହଞ୍ଚିଲେ ମୋଦି

ଝାରସୁଗୁଡା,୧୬ ।୪(ଓଡିଶା ଭାସ୍କର): ନିର୍ବାଚନୀ ପ୍ରଚାର ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡାରୁ ମୋଦୀ ସମ୍ବଲପୁର ଅଭିମୁଖେ ଯିବେ। ଆଜି ସମ୍ବଲପୁର ଓ ଭୁବନେଶ୍ବରରେ ପ୍ରଚାର କାର୍ଯ୍ୟକ୍ରମ କରିବେ ମୋଦି । ଏହା ସହ ସେ ରାଜଧାନୀ ଭୁବନେଶ୍ବରରେ ରୋଡ୍‌ ସୋ କରିବେ । ବିମାନବନ୍ଦରଠାରୁ ଓୟୁଏଟି ରାସ୍ତାରେ ବରମୁଣ୍ଡା ଯାଏଁ ମୋଦୀ କରିବେ ରୋଡ ସୋ’ । ପରେ ବରମୁଣ୍ଡା ସାଧାରଣ ସଭାରେ ସେ ଜନତାମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Show More

Leave a Reply

Your email address will not be published. Required fields are marked *

Related Articles