ELECTION 2019NATIONALNATIONAL NEWSNEWSPOLITICSTOP STORIES

ରାହୁଲଙ୍କ ବିରୋଧରେ ମାନହାନି ଅଭିଯୋଗ କରିବେ ସୁଶିଲ ମୋଦୀ

ପାଟଣା,୧୬ ।୪: ସରନେମ୍ ବା ଉପନାମ ମୋଦୀ ଥିବା ସମସ୍ତଙ୍କୁ ଚୋର କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ବହୁତ ଜଲଦି ରାହୁଲଙ୍କ ନାମରେ ମାନହାନି ମାମଲା ରୁଜୁ କରିବେ ବିହାରର ଉପମୁଖ୍ୟମନ୍ତ୍ରୀ ବା ବିଜେପି ନେତା ସୁଶିଲ କୁମାର ମୋଦୀ । ସୁଶିଲ ମୋଦୀ ନିଜ ଟ୍ୱିଟ ଆକାଉଣ୍ଟରେ ରାହୁଲଙ୍କ ନାମରେ ମାନହାନି କେସ କରିବେ ବୋଲି କହିଛନ୍ତି ।

ଏହା ସହିତ ମୋଦୀ ବିରୋଧୀମାନଙ୍କୁ ଟାର୍ଗେଟ କରି କହିଛନ୍ତି କି, ବିପକ୍ଷ ଦଳର ନିଶ୍ଚିତ ପରାଜୟ ହେବେ । ସେଥିପାଇଁ ସେମାନେ କୌଣସି ଉପାୟ ନପାଇ ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles