ELECTION 2019NEWSODISHAPOLITICSTOP STORIES

ବିଜେପି ଦେଉଛି ମିଛ ପ୍ରତିଶୃତି: ବିଜେଡି

ଭୁବନେଶ୍ୱର,୧୬ ।୪(ଓଡିିଶା ଭାସ୍କର): ବିଜେଡି ଦ୍ୱାରା ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି ଦଳର ମୁଖପାତ୍ର ଅମର ପଟ୍ଟନାୟକ । ଅମର କହିଛନ୍ତି କି, ‘ବାରମ୍ବାର ମିଛ ପ୍ରତିଶୃତି ଦେଇ କେବଳ ଲୋକଙ୍କୁ ଭୁଆଁ ଭୁଲାଇବାରେ ଲାଗିଛି ବିଜେପି । ୧୫ ଲକ୍ଷ ଟଙ୍କାର ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ ୧୫ ଟଙ୍କା ବି ଦେଇନି ।’

ଏହା ସହ ସମ୍ମିଳନୀରେ ବିଜେଡିପ୍ରଶ୍ନ କରିଛି କିି, ‘ବିଜେପି ଇସ୍ତାହାରରେ ଟଙ୍କିକିଆ ଚାଉଳ ସାଙ୍ଗକୁ ଡାଲି ଓ ଲୁଣ ଦେବାକୁ ପ୍ରତିଶୃତି ଦେଇଛି । କିନ୍ତୁ ବିଜେପି ଶାସିତ ଅଞ୍ଚଳମାନଙ୍କରେ ଏପରି ସୁବିଧା ଦିଆଯାଉନି କାହିଁକି?’

Show More

Leave a Reply

Your email address will not be published. Required fields are marked *

Related Articles