NATIONALNATIONAL NEWSNEWSTOP STORIES

ଖଣି ଦୁର୍ନୀତିକୁ ନେଇ ଓଡିଶାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୧୬ ।୪: ଲୁହାଖଣି ଆବଣ୍ଟନରେ ୬ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମାମଲାରେ ଓଡିଶା ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶା ବ୍ୟତୀତ କର୍ଣ୍ଣାଟକ ଓ ଝାଡ଼ଖଣ୍ଡକୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍‌ ପଠାଇଛନ୍ତି । ଏହି ମାମଲାରେ ବରିଷ୍ଠ ଓକିଲ ପି.ଏସ୍‌. ନରସିଂହାଙ୍କୁ ନ୍ୟାୟମିତ୍ର ଭାବେ ନିଯୁକ୍ତ କରାଯାଇଛି । ତେବେ ପି.ଏସ୍‌. ନରସିଂହାଙ୍କୁ ନ୍ୟାୟମିତ୍ର ଭାବେ ସୁପ୍ରିମ୍‌ କୋର୍ଟ ଜଷ୍ଟିସ୍‌ ଏସ୍‌.ଏ. ବୋବଡେ ନିଯୁକ୍ତ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *