NEWSODISHATOP STORIESUncategorized

ଏପ୍ରିଲ ୧୮ରୁ ରାଜ୍ୟରେ ଖରାଛୁଟି

ଭୁବନେଶ୍ୱର, ୧୬/୪(ଓଡିଶାଭାସ୍କର): ଚଳିତ ଏପ୍ରିଲ ମାସ ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ମେ ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା କରାଯାଇଥିବା ବେଳେ ପ୍ରବଳ ଖରାକୁ ଆଖିରେ ରଖି ଏଭଳି ଆଗୁଆ ପଦକ୍ଷେପ ନେଇଛନ୍ତି ଏସ୍.ଆର.ସି ।

Show More

Related Articles

Leave a Reply

Your email address will not be published. Required fields are marked *