BOLLYWOODENTERTAINMENTTOP STORIES

ନିକ୍-ପ୍ରିୟଙ୍କାଙ୍କ ବିବାହରେ କମ୍ ପଡିଥିଲା ଏହି ସାମଗ୍ରୀ, ବନ୍ଧୁମାନେ ହୋଇଥିଲେ ନାରାଜ

ନୂଆଦିଲ୍ଲୀ,୧୬ ।୪: ବଲିଉଡର ଦେଶୀଗାର୍ଲ ଓ ନିକ୍ ଜୋନସଙ୍କ ସାନଦାର ବିବାହ ଆଜି ବି ଚର୍ଚ୍ଚାରେ । କିନ୍ତୁ ପିସିଙ୍କ ବିବାହରେ କମ୍ ପଡିଥିଲା ଏପରି ଏକ ସାମଗ୍ରୀ, ଯାହା ପାଇଁ ତାଙ୍କ ବନ୍ଧୁମାନେ ନାରାଜ ହୋଇଥିଲେ । ସେହି ସାମଗ୍ରୀ ହେଉଛି ମଦ । ପିସିଙ୍କ ବିବାହକୁ ଆସିଥିବା ବନ୍ଧୁମାନେ ଏତେ ମାତ୍ରାରେ ମଦ ପିଇଥିଲେ ଯେ, ତାଙ୍କ ପାଖରେ ମଦ କମ୍ ପଡିଥିଲା । ଏକଥା ନିକ୍ ନିଜେ କହିଥିବା ଜଣାପଡିଛି ।

ନିଜ ବିବାହରେ ମଦ କମ୍ ପଡିଥିବାରୁ ନିକ୍ ତାଙ୍କ ଭାଇ ବିବାହରେ ବହୁ ମାତ୍ରାରେ ମଦ ଆଣିବାର ଯୋଜନା କରୁଛନ୍ତି । କାରଣ ନିକ୍ ପୁଣି ଥରେ ପୁରୁଣା ଭୁଲକୁ କରିବାକୁ ଚାହୁଁନାହାନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles