ELECTION 2019NATIONALPOLITICSTOP STORIES

ପ୍ରାର୍ଥୀପତ୍ର ଦାଖଲ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ, ୧୬ା୪: ଲକ୍ଷ୍ନୌ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲକ୍ଷ୍ନୌରେ ବିଜେପି ମୁଖ୍ୟାଳୟଠାରୁ ପ୍ରାୟ ୧୨କିଲୋମିଟର ଯାଏଁ ରୋଡ଼ ସୋ କଲାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଦଳର ବହୁ ପ୍ରମୁଖ ନେତା ଏବଂ ଜେଡ଼ିୟୁ ସାଧାରଣ ସମ୍ପାଦକ କେ ସି ତ୍ୟାଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *