ELECTION 2019ODISHAPOLITICSTOP STORIES

ମହଙ୍ଗା ପଡ଼ିଲା ପିଏମଙ୍କ ହେଲିକାପ୍ଟର ଯାଞ୍ଚ

ସମ୍ବଲପୁର, ୧୭ା୪(ଓଡ଼ିଶା ଭାସ୍କର): ପିଏମଙ୍କ ହେଲିକାପ୍ଟର ଯାଞ୍ଚ ହୋଇଥିବାରୁ ପର୍ଯ୍ୟବେକ୍ଷକଙ୍କୁ ମହଙ୍ଗା ପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ଅଧିକାରୀ ମହମ୍ମଦ ମହିସନଙ୍କୁ ଦାୟିତ୍ୱରୁ ଅବ୍ୟାହିତ ହୋଇଛି । ଯାଞ୍ଚ କରିଥିବା ସବୁ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିସନ । ମୋଦିଙ୍କ ସୁରକ୍ଷା ପାଇଁ ଯାଇଥିବା ହେଲିକପ୍ଟର ଯାଞ୍ଚ କରିଥିଲେ ଅଧିକାରୀ । ଗତକାଲି ସମ୍ବଲପୁରରେ ହେଲିକପ୍ଟର ଏକ ଟିମ ଯାଞ୍ଚ କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *