BREAKING NEWSELECTION 2019NEWSTOP STORIES

୯ଟା ସୁଦ୍ଧା ୬.୫ % ମତଦାନ

ଭୁବନେଶ୍ୱର,୧୮/୪(ଓଡିଶାଭାସ୍କର) : ଦ୍ୱୀତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ୯ଟା ସୁଦ୍ଧା ୬.୫ % ମତଦାନ ହୋଇଥିବା ସୂଚନା ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୁଚନା ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *