BREAKING NEWSELECTION 2019NATIONALPOLITICSTOP STORIES

୨୩ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର, ୧୮/୪(ଓଡିଶାଭାସ୍କର) : ଚଳିତ ଏପ୍ରିଲ ମାସ ୨୩ ତାରିଖରେ ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୩ ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବା ସହ କେନ୍ଦ୍ରାପଡା ଓ ବାଲେଶ୍ୱର ଠାରେ ହେବାକୁ ଥିବା ଦଳୀୟ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୩ରେ ଓଡିଶାଗସ୍ତ କାର୍ଯ୍ୟକ୍ରମ ନେଇ ରାଜ୍ୟ ବିଜେପି ପକ୍ଷରୁ ଆଜି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *