ELECTION 2019ODISHAPOLITICSTOP STORIES

ମତଦାନ ଶାନ୍ତିପୂର୍ଣ୍ଣ: ବି କେ ଶର୍ମା

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୨୦୧୯ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିଲା । ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ଭାରାପ୍ରାପ୍ତ ଡିଜିପି ବିକେ ଶର୍ମା ସୂଚନା ଦେଇଛନ୍ତି । କାଁ ଭାଁ କେଉଁଠି ଗଣ୍ଡଗୋଳକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହୋଇଛି । କନ୍ଧମାଳରେ ମାଓହିଂସା ପରେ ବି ଭୋଟଗ୍ରହଣ ସୁରୁଖୁରୁରେ ସରିଛି । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପ୍ରସ୍ତୁତ ଅଛନ୍ତି ବୋଲି ଡ଼ିଜିପି ବି କେ ଶର୍ମା ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *