ODISHATOP STORIES

ହ୍ରାସ ପାଇଲା ତାତି

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଥିଲା କିନ୍ତୁ ସବୁଦିନ ଅପେକ୍ଷା ଆଜିର ତାପମାତ୍ରା ଟିକେ ହ୍ୱାସ ପାଇଛି । ଦୁଇଟି ସହରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହର ୪୦ଡିଗ୍ରୀ ତଳେ ଅଛି । ୪୦.୮ ଡିଗ୍ରୀ ସହ ମାଲକାନଗିରି ଆଜିର ସବୁଠାରୁ ଉତ୍ତପ୍ତ ସହର ଅଛି । ସେହିପରି ସୁନ୍ଦରଗଡରେ ୪୦.୫ ଡିଗ୍ରୀ ସେଲସିୟସ ଅଛି । ଭୁବନେଶ୍ୱରରେ ୩୮.୭ ଥିବା ବେଳେ କଟକରେ ୩୭.୮ ଡିଗ୍ରୀ ସେଲସିୟସ ତାପମାତ୍ରା ଅଛି ।

Show More

Related Articles

Leave a Reply

Your email address will not be published. Required fields are marked *