ELECTION 2019NATIONALNATIONAL NEWSPOLITICSTOP STORIES

ଦ୍ୱିତୀୟ ପର୍ଯ୍ୟାୟରେ ସମଗ୍ର ଦେଶରେ ୬୧.୧୨% ମତଦାନ

ନୂଆଦିଲ୍ଲୀ, ୧୮/୪ : ସମଗ୍ର ଦେଶରେ କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ଦ୍ଵିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ସୁରୁଖୁରରେ ସମାପନ ହୋଇଛି । ଏହାରି ମଧ୍ୟରେ ସନ୍ଧ୍ୟା ୫ଟା ମଧ୍ୟରେ ଆସାମରେ ୭୩.୩୨% ମତଦାନ ହୋଇଥିବା ବେଳେ , ବିହାରରେ ୫୮.୧୪% ମତଦାନ, ଛତିଶଗଡ଼ରେ ୬୮.୭୦%, ଜାମ୍ମୁ ଓ କାଶ୍ମୀରରେ ୪୩.୩୭% କର୍ଣ୍ଣାଟକରେ ୬୧.୮୦%, ମହାରାଷ୍ଟ୍ରରେ ୫୫.୩୭%, ମଣିପୁରରେ ୭୪.୬୯%, ପୁଡୁଚେରୀରେ ୭୨.୪୦%, ତାମିଲନାଡୁରେ ୬୧.୫୨% ମତଦାନ, ଉତ୍ତର ପ୍ରଦେଶରେ ୫୮.୧୨% ଓ ପଶ୍ଚିମବଙ୍ଗରେ ୭୫.୨୭% ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *